mokabita-abhirambharat.blogspot.com
mo kabita - ମୋ କବିତା: April 2010
http://mokabita-abhirambharat.blogspot.com/2010_04_01_archive.html
Mo kabita - ମୋ କବିତା. ଅଭିରାମଭାରତର ସ୍ଵପ୍ନ. Posted by abhiram thakur at 4:21 AM. ତୁମ ସୃଷ୍ଟ ପୁଷ୍ପର ସୌରଭ,. କି ମହକ ପ୍ରଭୁ! ତା’ରି ତୁଳେ ମୁହିଁ ଖୋଜେ ତୁମ ଗନ୍ଧମାଳ. ତୁମ ସୃଷ୍ଟ ଆକାଶ ସୁନୀଳ,. କି ସୁନ୍ଦର ପ୍ରଭୁ! ଠିକଣା ଦେଇଯାଏ ତୁମରି ରୂପର. କୋକିଳ ଟି ତୁମ ହାତ ଗଢା,. କି ମଧୁର ସୁର! ସେହିରାବେ ଅନୁଭବେ ତୁମ ମଧୁସ୍ଵର. ରକ୍ତିମ ବୀରବହୁବାଟୀ,. ତୁମ କୃତ କଳା,. କି କୋମଳ ପ୍ରଭୁ! ସ୍ପର୍ଶ ଦିଏ ତୁମରି ତ୍ଵଚାର. ପୁଷ୍ପବୁକେ ରସର ସମ୍ଭାର,. କି ମଧୁର ପ୍ରଭୁ! ତୁମ ରସର ଏକି ଚମତ୍କାର. ତୁମ ସୃଷ୍ଟି,. ଆଉ ତୁମେ? ଆଉ ମୁଁ? ସତ୍ୟର ବହୁ ଦୂରେ,. ସମସ୍ତେ ତୁମର! ଆଉ ମୁଁ ଏକା ପର? Links to this post.
mokabita-abhirambharat.blogspot.com
mo kabita - ମୋ କବିତା: December 2010
http://mokabita-abhirambharat.blogspot.com/2010_12_01_archive.html
Mo kabita - ମୋ କବିତା. ଅଭିରାମଭାରତର ସ୍ଵପ୍ନ. ନୂଆ କବିତା - ତା ୨୯-୧୨-୨୦୧୦. Posted by abhiram thakur at 10:50 PM. ଆଜି ର କବିତା- ଜୀବନ ସ୍ମୃତି. ପୃଷ୍ଠାର ଅନ୍ତିମ କବିତା). ଅନ୍ୟ କବିତା କୁ ରାସ୍ତା. ମୁକ୍ତି, ସ୍ଵପ୍ନ. Links to this post. Subscribe to: Posts (Atom). ଓଡିଆ ରାଜା. ଉତ୍କଳେ ନେତାର ନାହିଁ ପ୍ରୟୋଯନ , ଉତ୍କଳର ନେତା ନିଜେ ନାରାୟଣ. ପ୍ରତିବିମ୍ବ. ନୈବେଦ୍ୟ. ବିନ୍ଦୁ. ପ୍ରତିମାର. କାହାଣୀ. ଯୁଗାନ୍ତର. କାଳିଦାସ. ସଂଚାରିତ. କବିତା କହେ,. ଅକ୍ଷର ର ହାଟ ମୁଁ ନୁହେଁ,. ନୁହେଁ ମୁହିଁ ଶବ୍ଦର ଲୁଚକାଳି,. Trying to be a good human being. View my complete profile.
mokabita-abhirambharat.blogspot.com
mo kabita - ମୋ କବିତା: January 2011
http://mokabita-abhirambharat.blogspot.com/2011_01_01_archive.html
Mo kabita - ମୋ କବିତା. ଅଭିରାମଭାରତର ସ୍ଵପ୍ନ. Posted by abhiram thakur at 3:18 AM. ନୂଆ କବିତା ତା ୧୦-୧ - ୨୦୧୧ - ତୁମ ସୃଷ୍ଟି (ପୃଷ୍ଠାର ଅନ୍ତିମ ଭାଗ). Links to this post. Subscribe to: Posts (Atom). ଓଡିଆ ରାଜା. ଉତ୍କଳେ ନେତାର ନାହିଁ ପ୍ରୟୋଯନ , ଉତ୍କଳର ନେତା ନିଜେ ନାରାୟଣ. ପ୍ରତିବିମ୍ବ. ନୈବେଦ୍ୟ. ବିନ୍ଦୁ. ପ୍ରତିମାର. କାହାଣୀ. ଯୁଗାନ୍ତର. କାଳିଦାସ. ସଂଚାରିତ. କବିତା କହେ,. ଅକ୍ଷର ର ହାଟ ମୁଁ ନୁହେଁ,. ନୁହେଁ ମୁହିଁ ଶବ୍ଦର ଲୁଚକାଳି,. ସମ୍ଭାର ମୁଁ ହୃଦୟର ଭିନ୍ନଚାରୁକୃତି,. Trying to be a good human being. View my complete profile.
mokabita-abhirambharat.blogspot.com
mo kabita - ମୋ କବିତା: ସଦ୍ୟତମ
http://mokabita-abhirambharat.blogspot.com/2011/01/blog-post.html
Mo kabita - ମୋ କବିତା. ଅଭିରାମଭାରତର ସ୍ଵପ୍ନ. Posted by abhiram thakur at 3:18 AM. ନୂଆ କବିତା ତା ୧୦-୧ - ୨୦୧୧ - ତୁମ ସୃଷ୍ଟି (ପୃଷ୍ଠାର ଅନ୍ତିମ ଭାଗ). Subscribe to: Post Comments (Atom). ଓଡିଆ ରାଜା. ଉତ୍କଳେ ନେତାର ନାହିଁ ପ୍ରୟୋଯନ , ଉତ୍କଳର ନେତା ନିଜେ ନାରାୟଣ. ପ୍ରତିବିମ୍ବ. ନୈବେଦ୍ୟ. ବିନ୍ଦୁ. ପ୍ରତିମାର. କାହାଣୀ. ଯୁଗାନ୍ତର. କାଳିଦାସ. ସଂଚାରିତ. କବିତା କହେ,. ଅକ୍ଷର ର ହାଟ ମୁଁ ନୁହେଁ,. ନୁହେଁ ମୁହିଁ ଶବ୍ଦର ଲୁଚକାଳି,. ସମ୍ଭାର ମୁଁ ହୃଦୟର ଭିନ୍ନଚାରୁକୃତି,. Trying to be a good human being. View my complete profile.
mokabita-abhirambharat.blogspot.com
mo kabita - ମୋ କବିତା: ମାଁ ଭାରତୀ
http://mokabita-abhirambharat.blogspot.com/2010/01/blog-post.html
Mo kabita - ମୋ କବିତା. ଅଭିରାମଭାରତର ସ୍ଵପ୍ନ. ମାଁ ଭାରତୀ. Posted by abhiram thakur at 4:12 AM. ଯାହା ନାହିଁ ଭାରତେ,. ତାହା ନାହିଁ ଜଗତେ ।. ସବୁଜ ବନାନୀର ମେଳ,. ବାଳକୃଷ୍ଣର ହସ,. ଉଚ୍ଚ ପାହାଡର ଶୁଭେଚ୍ଛା,. ଝରିପଡି ମିଶିଯାଏ,. ମଳୟର ବଆରେ,. ମଧୁର ରାହାରେ ।. ଜୀବନ ମୋର ଧନ୍ୟ ଧନ୍ୟହୁଏ ,. ପାବନ ପବନ ସେଇ. ମାଁ ପାଦ ଚୁମି ଆସେ,. ମୋ ଶରୀରେ ଛୁଇଁ ଯାଏ,. ଭାଗ୍ୟ ମୋର ଲମ୍ବି ଯାଏ ତାରି ପାଦ ତଳକୁ ।. ଏହି ତନେ ବିକଶିତ ଜୀବନର କୃତି,. ମାତୃ କୋଳେ ସ୍ଥିତି ଆଂକେ,. ନୀଳ ନୁଆଁରେଖା,. ଧନ୍ୟ ମାଁ ତୁହି,. ଆଶିଷ ଦେ,. Subscribe to: Post Comments (Atom). ଓଡିଆ ରାଜା. ନୈବେଦ୍ୟ.
mokabita-abhirambharat.blogspot.com
mo kabita - ମୋ କବିତା: ନୈବେଦ୍ୟ
http://mokabita-abhirambharat.blogspot.com/p/blog-page_19.html
Mo kabita - ମୋ କବିତା. ଅଭିରାମଭାରତର ସ୍ଵପ୍ନ. ନୈବେଦ୍ୟ. ମୋ କବିତାର ପଦ. ମୋ ଲେଖନୀର ବିନ୍ଦୁ, ରେଖା,. ମୋ ତୁଳୀର ରଙ୍ଗ ,. ମୋ ପୁସ୍ତକର ପୃଷ୍ଠା,. ମୋ ଦୃଷ୍ଟିର ଆଲୁଅ,. ସବୁ ଆସି ଏକା ଗମ୍ଭୀରା ଭିତରେ,. ଜୀବନ ଗମ୍ଭୀର,. ଆକାଶର ଅନନ୍ତ ଅସୀମ ପରିଧି ମଧ୍ୟରେ ରାହା ଖୋଜେ,. ପୃଥିବିର ଦଶ ଦିଗନ୍ତରେ ବାଟ ଦିଶେ ନାହିଁ. ଦୃଷ୍ଟି ପୁଣି ଆଜି ହୁଏ ସ୍ଥିର,. ଜୀବନ ରାହାର ଦିଗ ଏଷଣାରେ. ଆଶା ଏକ ଦୀପ ଶିଖା ପାଇଁ,. ଅନ୍ଧାରେ ଆଲୁଅ ବାଣ୍ଟିବ. ଆଶା ଏକ ସିନ୍ଦୁର ବିନ୍ଦୁ ପାଇଁ,. ପ୍ରଣୟିନୀର ମୁଖ ସଜାଇବ. ଆଶା ଏକ କାକର ବିନ୍ଦୁ ପାଇଁ,. ନିରସ ଧରାରେ ତୃଣ ମୂଳେ. ଜୀବନସଲିଳର ସ୍ପର୍ଷ କରାଇବ. ଆଶା ,. ଏତେ ଯେ. ଆଉ ତୁମ...
abhiramchitra.blogspot.com
smiles of nature :: abhiramchitra
http://abhiramchitra.blogspot.com/p/smiles-of-nature.html
Kalahandi in picture- ମୋ କଳାହାଣ୍ଡି. Nature - ପ୍ରକୃତିର ରଂଗ. The dream realised in Gujrat. Bala with a pink smile. Smiling surasa devi of Indian faith. D pink ambitious face. D fragrant smile in B/W. Subscribe to: Posts (Atom). Trying to be a good human being. View my complete profile. More i involve more d pleasure, d ways of life, d life ways, beauty of lands, d beautiful lands d people d nature d culture d rising sun d smiling moon d cre. Pride of India भारत गौरव. Link to new posts.
abhiramchitra.blogspot.com
August 2013 :: abhiramchitra
http://abhiramchitra.blogspot.com/2013_08_01_archive.html
Kalahandi in picture- ମୋ କଳାହାଣ୍ଡି. Nature - ପ୍ରକୃତିର ରଂଗ. The dream realised in Gujrat. Tuesday, August 13, 2013. Posted by abhiram thakur. Subscribe to: Posts (Atom). Trying to be a good human being. View my complete profile. More i involve more d pleasure, d ways of life, d life ways, beauty of lands, d beautiful lands d people d nature d culture d rising sun d smiling moon d cre. Pride of India भारत गौरव. Link to new posts. Sports Indian origin players in cricket world cup 2011 and more .
abhiramchitra.blogspot.com
Nava pallaba 2013 :: abhiramchitra
http://abhiramchitra.blogspot.com/2013/02/nava-pallaba-2013.html
Kalahandi in picture- ମୋ କଳାହାଣ୍ଡି. Nature - ପ୍ରକୃତିର ରଂଗ. The dream realised in Gujrat. Wednesday, February 20, 2013. Posted by abhiram thakur. Subscribe to: Post Comments (Atom). Trying to be a good human being. View my complete profile. More i involve more d pleasure, d ways of life, d life ways, beauty of lands, d beautiful lands d people d nature d culture d rising sun d smiling moon d cre. Pride of India भारत गौरव. Link to new posts. Sports Indian origin players in cricket world cup 2011 and more .
SOCIAL ENGAGEMENT